ମେଣ୍ଢାଶାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲେ ୩୦ ମେଣ୍ଢା

ବରଗଡ: ମେଣ୍ଢାଶାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜୀଅନ୍ତା ଜଳିଗଲେ ୩୦ ମେଣ୍ଢା । ଏ ଘଟଣା ଘଟିଛି ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶିରଗିଡା ଗାଁରେ । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶିରଗିଡା ଗାଁର ହେମ ସାଗର ସାହୁ । ମେଣ୍ଢା ଚାଷ କରି ଗୁଜୁରାଣ…

ଜୁନଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର - ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଖାତା ଦେଖା ସରିଛି, ଅନ୍ୟ ପ୍ରକ୍ରିୟା ଚାଲୁ ରହିଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

କର୍ଣ୍ଣାଟକ: ମସଜିଦରେ ପୂଜାର୍ଚ୍ଚନା କରିବାକୁ ବିଶ୍ୱ ହିନ୍ଦୁ ପରିଷଦର ଘୋଷଣା, ଶ୍ରୀରଙ୍ଗାପଟନମରେ ୧୪୪ ଧାରା ଜାରି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଶ୍ୱ ହିନ୍ଦୁ ପରିଷଦ ଶନିବାର ଦିନ ମାଣ୍ଡିଆ ଜିଲ୍ଲାର ଶ୍ରୀରଙ୍ଗାପଟନମ୍ ସ୍ଥିତ ଜାମିଆ ମସଜିଦରେ ପୂଜାର୍ଚ୍ଚନା କରିବାକୁ ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବିଶ୍ୱ ହିନ୍ଦୁ…