କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩,୯୬୨ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୬୨ ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଦୈନିକ ମାମଲାରେ ସାମାନ ଅ ହ୍ରାସ ଘଟିଛି । ଶୁକ୍ରବାର କରୋନାର ୪,୦୪୧ ମାମଲା ଆସିଥିଲା । ଅନ୍ୟପକ୍ଷରେ ଦେଶର ସକ୍ରିୟ ରୋଗୀ ସଂଖ୍ୟା ୨୨,୪୧୬ କୁ ବୃଦ୍ଧି ପାଇଛି, ଯାହା ମୋଟ ମାମଲାର…

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ମୁଖପାତ୍ରଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ କାନପୁରରେ ହିଂସା, ୩୬ ଗିରଫ

କାନପୁର: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ଉତ୍ତର ପ୍ରଦେଶର କାନପୁରରେ ଶୁକ୍ରବାର ନମାଜ ପରେ ଦୁଇ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ହିଂସା ଘଟିଛି । ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ଓ ବୋମାମାଡ଼ କରିଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୬ ଜଣଙ୍କୁ ଗିରଫ କରାଯାଇଥିବା…

ଚାରି ଦଶନ୍ଧି ପରେ ଇପିଏଫ୍ ସୁଧ ହାର ସର୍ବନିମ୍ନ, ୮.୫ ରୁ ୮.୧ ପ୍ରତିଶତକୁ କମିଲା, ନିଷ୍ପତ୍ତିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: ସରକାର ଇପିଏଫ୍ ସୁଧ ହାର ହ୍ରାସ କରିଛନ୍ତି। ୨୦୨୦-୨୧ରେ ଇପିଏଫ୍ ଉପରେ ୮.୫ ପ୍ରତିଶତ ସୁଧ ଦିଆଯାଉଥିଲା । କିନ୍ତୁ ୨୦୨୧-୨୨ ବର୍ଷ ପାଇଁ ଏହା ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ନିଷ୍ପତ୍ତିକୁ ସରକାର ଅନୁମୋଦନ ମଧ୍ୟ କରିଛନ୍ତି। ଏହି ବର୍ଷ ପାଇଁ ସ୍ଥିର ହୋଇଥିବା…