ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଆଜି କିଛି ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର -ଅସହ୍ୟ ହେଉଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସହ୍ୟ ତାତି । ଗତକାଲି ପଶ୍ଚିମ ଓଡ଼ିଶାରେ ତାତି ସବୁ ରେକର୍ଡ ଭାଙ୍ଗିଛି । ଟିଟିଲାଗଡ଼ରେ ସର୍ବୋଚ୍ଚ ତାପାମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ୬ ସହରର ତାପାମତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା ।…

ଦୁଇ ନିଯୋଗଙ୍କ ମଧ୍ୟରେ ବିବାଦ, ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର - ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନିଜ ନିଜ ଜିଦରେ ଅଟଳ ରହିଥିବାର ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇପାରି ନାହିଁ । ଏଥିଯୋଗୁଁ ଆସନ୍ତାକାଲି ଶୀତଳଷଷ୍ଠୀ, ଦେଵ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ନେଇ ଅନିଶ୍ଚିତତା ଲାଗିରହିଛି ।…

ବ୍ରଜରାଜନଗର ରେଜଲ୍ଟ : ବିଜେଡିର ଲୋକପ୍ରିୟତା ଅକ୍ଷୁର୍ଣ୍ଣ, କଂଗ୍ରେସକୁ ଆଶ୍ୱସ୍ତି, ବିଜେପି ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର - ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ରେକର୍ଡ ୬୬୧୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହେଲାପରେ ସ୍ପଷ୍ଟ ହୋଇଛି ଶାସକ ଦଳର ଶକ୍ତି ଓ ଲୋକପ୍ରିୟତା । ଏବେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ନମ୍ବର ଟୁ ପୋଜିସନ ପାଇଁ ହିଁ ଲଢେଇ ହେବ । ବ୍ରଜରାଜନଗର ନଗର…