ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ସାଂସ୍କୃତିକ ଭାବ ବିନିମୟର ଏକ ଅନନ୍ୟ ପରମ୍ପରା

ସମ୍ବଲପୁର: ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା । ସାମାଜିକ ରୀତିନିତିରେ ବିବାହ ଉତ୍ସବର ଏକ ସ୍ବତନ୍ତ୍ର ସ୍ଥାନ ରହିଛି, ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ବିଶେଷ କରି ପଶ୍ଚିମ…