କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୪,୦୪୧ ନୂଆ ମାମଲା, ତିନି ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୪,୦୪୧ ନୂଆ ମାମଲା ରିପୋର୍ଟ ହୋଇଛି। ପ୍ରାୟ ତିନି ମାସ ପରେ ଦୈନିକ ମାମଲା ୪୦୦୦ ଟପିଛି । ଶେଷଥର ମାର୍ଚ୍ଚ ୧୧ରେ ଚାରି ହଜାରରୁ ଉର୍ଦ୍ଧ୍ଵ ମାମଲା ରେକର୍ଡ ହୋଇଥିଲା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ…

ବ୍ରଜରାଜନଗର କାଉଣ୍ଟିଂ ଅପଡେଟ: ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ

ବ୍ରଜରାଜନଗର କାଉଣ୍ଟିଂ ଅପଡେଟ : ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ଅଳକା ମହାନ୍ତିଙ୍କୁ ୫୫୧୫ ଖଣ୍ଡ୍ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୪୭୯ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ…

ପାଟ୍ରୋଲିଂ ବେଳେ ଟ୍ରକ ମାଡିଯିବାରୁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଭଦ୍ରକ - ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଏସପିଓ ସୁଜିତ ପାଣ୍ଡବ। ସେ ଭଦ୍ରକ ଜିଲ୍ଲା ଚରମ୍ପାର ବାସିନ୍ଦା ।ତାଙ୍କୁ ୪୦ ବର୍ଷ ହୋଇଥିଲା। ଆଜି…

ବ୍ରଜରାଜନଗର ଭୋଟ ଗଣତି : ବିଜେଡି ଆଗୁଆ

ବ୍ରଜରାଜନଗର- ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଳଗଣନା ଚାଲିଥିବା ବେଳେ ଆଗରେ ଅଛି ବିଜେଡି । ବିଜେଡିର ଅଳକା ମହାନ୍ତିଙ୍କୁ ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ କଂଗ୍ରେସର କିଶୋର ପଟେଲଙ୍କୁ ମିଳିଛି ୧୦୧୪ ଭୋଟ ।…