ସମ୍ବଲପୁର ଶୀତଳଷଷ୍ଠୀ, ଦେବ ବିବାହ ପାଇଁ ନିର୍ବନ୍ଧ ନୀତି ସଂପନ୍ନ

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ସମସ୍ତ କମିଟିର ପତରପେଣ୍ଡି ବା ନିର୍ବନ୍ଧ ନୀତି ସଂପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ପାଇଁ ଉଭୟ ବର ଏବଂ କନ୍ୟାପକ୍ଷ ଚୂଡାନ୍ତ କରିଛନ୍ତି। ଦୁଇଦିନ ତଳୁ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ବର…

ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋପୋରିଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ…