ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ : ମିଶନ ଶକ୍ତି ସଚିବ

ଭୁବନେଶ୍ୱର - ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତି ନେବାକୁ ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି କରାଯିବ । ୫…