ବୁଷ୍ଟର୍ ଡୋଜ୍ ବ୍ୟବଧାନ ୯ ରୁ ୬ ମାସକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଗତି ପୁଣି ଉପରମୁହାଁ ହୋଇଥିବା ବେଳେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ବୁଷ୍ଟର୍ ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ଦିଆଯାଇ ପାରିବ | ଯଦି ଆପଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ…