ବିଶ୍ବ ତମାଖୁ ବର୍ଜନ ଦିବସ: ତମାଖୁ ଆମ ପରିବେଶ ପ୍ରତି ବିପଜ୍ଜନକ

ଭୁବନେଶ୍ୱର: ଆଜିର ସମୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଆମ ସମସ୍ତଙ୍କର କାମ୍ୟ । ପ୍ରକୃତି ସହିତ ଜଡ଼ିତ ହୋଇ ବଂଚିଲେ ମଣିଷ ସୁସ୍ଥ ରହି ପାରିବ ଓ ଜୀବନକୁ ଆନନ୍ଦରେ ଉପଭୋଗ କରିପାରିବ , ତେବେ ଆଜିର ପ୍ରଦୂଷଣ ଯୁକ୍ତ ଜୀବନ , ବଦଭ୍ୟସ ମୁଖ୍ୟତଃ ତମାଖୁ ସେବନ ଆମ ପାଇଁ ସ୍ଵାସ୍ଥ୍ୟହାନିର କାରଣ…