ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ନିଷ୍ପତ୍ତି : ବିଜେଡି ଉପସଭାପତି

ଭୁବନେଶ୍ୱର - ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ବିଜେଡି ତା'ର ଆଭିମୁଖ୍ୟ ସ୍ପଷ୍ଟ କରିବା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଦଳର ଉପସଭାପତି ଶଶୀ ବେହେରା କହିଛନ୍ତି । ନିର୍ବାଚନ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି । ଯେଉଁ ପ୍ରାର୍ଥୀ ଆସିବେ…