ମୋଦି ସରକାରଙ୍କ ଆଠ ବର୍ଷ ପରେ ମଧ୍ୟ ଲୋକେ ‘ଅଚ୍ଛେ ଦିନ’ ଅପେକ୍ଷାରେ: କଂଗ୍ରେସ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ମୋଦି ସରକାର ଆଠ ବର୍ଷ ପୂର୍ତ୍ତି କରିଥିବା ବେଳେ କଂଗ୍ରେସ କେନ୍ଦ୍ରର ବିଫଳତା ନେଇ 'ଆଠ୍ ସାଲ୍, ଆଠ୍ ଛଲ୍, ଭାଜପା ସରକାର ବିଫଲ୍' ଶୀର୍ଷକ…