ଉଦୟପୁର ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମାଙ୍କୁ ଦାୟୀ କରିବା ପରେ ପୁଣି ଚର୍ଚ୍ଚାରେ ଜଷ୍ଟିସ୍ ପାର୍ଦିୱାଲା, କୋଭିଡ୍…

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ ଉପରେ ମନ୍ତବ୍ୟ ପାଇଁ ନୂପୁର ଶର୍ମାଙ୍କୁ ଆଜି ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାର୍ଦିୱାଲା ଏହି ନିଲମ୍ବିତ ବିଜେପି ନେତ୍ରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଜଷ୍ଟିସ ପାର୍ଦିୱାଲା କହିଥିଲେ ଯେ ଉଦୟପୁର…