ତାରାତାରିଣୀ ପୀଠରେ ଧ୍ଵଜା ଓ ତ୍ରିଶୂଳ ସ୍ଥାପିତ: ପ୍ରତିଷ୍ଠା ଉତ୍ସବ ସମାରୋପ

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ୬ ଦିନିଆ ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ସମାରୋପ ଘଟିଛି। ଶେଷ ସନ୍ଧ୍ୟାରେ ମନ୍ଦିର ଚୂଡାରେ ସ୍ଥାପିତ ହୋଇଛି ପବିତ୍ର ତ୍ରିଶୂଳ ଓ ଧ୍ଵଜା। ସମ୍ପନ୍ନ ହୋଇଛି ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା…