ଜ୍ଞାନବାପି ମସଜିଦ ମାମଲାକୁ ବାରାଣସୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ, ସର୍ଭେ ରିପୋର୍ଟ ଲିକ୍ ନ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦ ମାମଲାକୁ ବାରାଣସୀ ସେସନ୍ସ କୋର୍ଟରୁ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଜିଲ୍ଲା ଜଜଙ୍କ ଉପରେ ପ୍ରଶ୍ନ ଉଠାଇ ପାରିବୁ ନାହିଁ । ତାଙ୍କର ୨୫ ବର୍ଷର ଅଭିଜ୍ଞତା ଅଛି। ଏହା ସହିତ…