କରୋନା ଅପଡେଟ୍: ଦିନକରେ ୧୮,୮୧୯ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ଏକ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ୧୩୦ ଦିନ ପରେ ୧୮,୦୦୦ ରୁ ଊର୍ଦ୍ଧ୍ବ କୋଭିଡ୍ ମାମଲା ଆସିଛି । ଏଥିସହ ମୋଟ ମାମଲା ୪,୩୪,୫୨,୧୬୪ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୨ ଦିନ ପରେ ପୁଣି ଏକ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ସକାଳ ୮ ଟା ପର୍ଯ୍ୟନ୍ତ…