ମେ’ ୩୧ ତାରିଖର ଯୁକ୍ତ ଦୁଇ ପରୀକ୍ଷା ଜୁନ ୪ ତାରିଖରେ ହେବ

ଭୁବନେଶ୍ୱର : ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ…

ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ : ଜୁନ ପହିଲାରୁ ଅନଲାଇନ ଟିକେଟ ବିକ୍ରି

କଟକ - ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ - ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଜୁନ ୯ ଓ ୧୦ତାରିଖରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଷ୍ଟାଡିୟମରେ ପୁରା…

କୋଟିରେ ଆନ୍ଧ୍ରର ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ : କୋରାପୁଟ ଜିଲ୍ଲାପାଳ

କୋରାପୁଟ - କୋଟିଆ ଓଡ଼ିଶାର ରହିଥିଲା, ଏହା ଓଡ଼ିଶାର ହିଁ ରହିବ। ଆନ୍ଧ୍ରର ହସ୍ତକ୍ଷେପ ଓ ଅନଧିକାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର । ଏହି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶର ଧାରାକୁ ଆନ୍ଧ୍ର…