ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ, ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍
ବଲାଙ୍ଗୀର : ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍ । ସେମାନେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବ । କଲେଜ ଡିନ୍ଙ୍କଠାରୁ…