‘ବିଜେପି ସାରା ଦେଶରେ କିରୋସିନି ଛିଞ୍ଚି ରଖିଛି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଦେଶରେ ଘୃଣାର ବାତାବରଣ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ବିଜେପି ସାରା ଦେଶରେ କିରୋସିନି ଛିଞ୍ଚି ରଖିଛି । ଗୋଟିଏ ନିଆଁ ଝୁଲରେ ସାରା ଦେଶ ଜଳି ଉଠିବ। ରାହୁଲ…