ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର ଉପଜିଲ୍ଲାପାଳ ଆଇଏଏସ ମୟୂର ସୂର୍ଯ୍ୟବଂଶୀ ବିକାଶ ଶନିବାର ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ମାନବିକତାର ପରିଚୟ ଦେଇଛନ୍ତି। ଶନିବାର ଏକ ସରକାରୀ କାର୍ଯ୍ୟକ୍ରମ ସାରି ଉପଜିଲ୍ଲାପାଳ ହୀରାକୁଦରୁ ସମ୍ବଲପୁରକୁ ଫେରୁଥିଲେ। ଏହି ସମୟରେ ଚାଲି ଚାଲି…