ଆଜିଠାରୁ ଆଇପିଏଲ୍ ପ୍ଲେ ଅଫ୍: ପ୍ରଥମ କ୍ବାଲିଫାୟରରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ

କୋଲକାତା: ଆଜିଠାରୁ ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ ହେଉଛି । କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁଥିବା ପ୍ରଥମ କ୍ବାଲିଫାୟରରେ ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଉଭୟ ଟିମ୍ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସହ ପଏଣ୍ଟ୍ ଟେବୁଲର…

ଓଡ଼ିଶାରେ ‘ଟମାଟୋ ଫ୍ଲୁ’ର ୨୬ଟି ମାମଲା ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ୍ ମାଉଥ୍ ଡିଜିଜ୍ (ଏଚ୍ଏମ୍ଏଫଡି) ବା 'ଟମାଟୋ ଫ୍ଲୁ' ର ୨୬ଟି ମାମଲା ଚିହ୍ନଟ ହୋଇଛି।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଡାକ୍ତର ମହାପାତ୍ର କହିଛନ୍ତି ଯେ ୩୬ ସନ୍ଦିଗ୍ଧ ନମୁନା ଆରଏମ୍ଆରସିକୁ ପଠାଯାଇଥିଲା…