କଳିଙ୍ଗା ଘାଟି ଦେଇ ଟୁରିଷ୍ଟ ବସ ଚଳାଚଳ ନେଇ ଏମିତି କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର - ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହିଁ ଘାଟିରେ ଗାଡ଼ି ନେଇ ପାରିବେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଯାହାର ଅଭିଜ୍ଞତା ନାହିଁ ସେମାନେ…