ଧାରା ୩୭୦ ମାମଲା: ଗ୍ରୀଷ୍ମ ଛୁଟି ପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଲୋକସଭା-ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ ପରେ କରିବେ। ସୋମବାର ବରିଷ୍ଠ ଓକିଲ ଶେଖର ନାଫଡେ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ…