ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ରବିବାର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବୀଣାପାଣି ମହାନ୍ତି ଜଣେ କବୟିତ୍ରୀ, ଗାଳ୍ପିକା ଭାବେ ପାଠକୀୟ ମହଲରେ ସୁପରିଚିତ ଥିଲେ । ତାଙ୍କର ବିଭିନ୍ନ ସାହିତ୍ୟ କୃତି ଅଗ୍ରଣୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ…