ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଟେକାମାଡ଼କୁ ନେଇ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା, ପୋଲିସ କର୍ମୀଙ୍କ ସହ ୭ ଆହତ,…

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀରେ ଶନିବାର ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ପୋଲିସ କର୍ମଚାରୀଙ୍କ ସହ ୭ ଜଣ ଆହତ ହୋଇଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଟେକାମାଡ଼କୁ ନେଇ ହିଂସାର ସୂତ୍ରପାତ ହୋଇଥିଲା ବୋଲି ପୋଲିସ…

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ଦେଖାଇ ଯାଇଥିବା ମାର୍ଗ ଏବେ ଓଡ଼ିଶାକୁ ବିକାଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କରିଛି। ତାଙ୍କ ନୀତି ଓ ଆଦର୍ଶ…

କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବର ପୋଲିସ ରିମାଣ୍ଡ ଶେଷ

କଟକ - କୁସୁପୁର ଗଣହତ୍ୟା ମାମଲାରେ, ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ହତ୍ୟାକାରୀ ବୋଲି ଶିବ ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ…