ଆଇପିଏଲ୍ ୨୦୨୨ରେ ପ୍ରଥମ କରୋନା ମାମଲା, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ୍

ମୁମ୍ବାଇ: ଆଇପିଏଲ୍ ୨୦୨୨ ରେ ପଶିଛି କରୋନା । ଟୁର୍ଣ୍ଣାମେଣ୍ଟରେ ପ୍ରଥମ କରୋନା ମାମଲା ରିପୋର୍ଟ ହୋଇଛି | ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଫିଜିଓ ପାଟ୍ରିକ ଫରହାର୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଦିଲ୍ଲୀ ତା'ର ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଦଳର ଫିଜିଓ କୋଭିଡ୍…