ଭାରତରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଡରାଉଛନ୍ତି ସରକାରୀ ଅଧିକାରୀ: ରିପୋର୍ଟ

ୱାଶିଂଟନ୍: ସରକାରଙ୍କୁ ସମାଲୋଚନା କଲେ ଭାରତରେ ଉଭୟ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଧମକ ଦିଆଯାଉଛି। ଏଥିରେ ସରକାରୀ ଅଧିକାରୀମାନେ ସାମିଲ ଅଛନ୍ତି । ମାନବିକ ଅଧିକାର ସମ୍ପର୍କରେ ମଙ୍ଗଳବାର ପ୍ରକାଶିତ ଏକ ଆମେରିକୀୟ ରିପୋର୍ଟରେ ଏଭଳି ସାଂଘାତିକ ଅଭିଯୋଗ ହୋଇଛି ।…