ୟୁଜିସିର ବଡ଼ ଘୋଷଣା, ଏଣିକି ଏକକାଳୀନ ଦୁଇଟି ଡିଗ୍ରୀ ହାସଲ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛାତ୍ରମାନଙ୍କୁ ଫିଜିକାଲ୍ ମୋଡରେ ଏକକାଳୀନ ଦୁଇଟି ଫୁଲ୍ ଟାଇମ୍ ଡିଗ୍ରୀ ପ୍ରୋଗ୍ରାମ କରିବାକୁ ଅନୁମତି ଦେବ ୟୁଜିସି | ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ…