ବଡ଼ ଭାଇର ସଂସାର ଶେଷ କଲା ସାନ ଭାଇ, ଛୁଆଙ୍କୁ ବି ଛାଡିଲା ନାହିଁ

ସାଲେପୁର - ଭାଇ ହେଲା ବଇରୀ । ସାନ ଭାଇ ଶେଷ କରିଦେଲା ବଡଭାଇର ସଂସାର। ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛି ସାନ ଭାଇ। ଏହି ବର୍ବର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ସାନ ଭାଇ ଆତ୍ମସମର୍ପଣ କରିଛି। ମୃତକମାନେ…