ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର - +୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ‌ହୋଇଛି । ମେ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ସୂଚୀରେ…

ରାଜ୍ୟର ହିତାଧିକାରୀଙ୍କୁ ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର - କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ଯୋଗାଇବାକୁ ଦାବି କରିଛନ୍ତି ମନ୍ତ୍ରୀ । ଭାତ ଓଡ଼ିଶାବାସୀଙ୍କ ପ୍ରମୁଖ ଖାଦ୍ୟ ହୋଇଥିବାରୁ ଚାଉଳ ଯୋଗାଇବାକୁ ଦାବି କରିଛନ୍ତି…

ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି - ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଭେଂଟଲ ରାଜୁ ସାଗର ବୋଲି ଜଣା ପଡ଼ିଛି। ସେ ସିପିଆଇ ମାଓବାଦୀଙ୍କ ପେଡ଼ାବାଇଲୁ ଏରିଆ କମିଟିରେ ପାର୍ଟି ମେମ୍ବର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ପାଇଁ ଏକ ଲକ୍ଷ ଟଙ୍କା…