କରୋନାର ଆଉ ଏକ ହାଇବ୍ରିଡ୍ ଭାରିଆଣ୍ଟ XE ଚିହ୍ନଟ, ଓମିକ୍ରନ୍ ଠାରୁ ଦଶଗୁଣ ସଂକ୍ରାମକ

ଜେନେଭା: କରୋନା ମହାମାରୀର ମନ୍ଥର ଗତି ମଧ୍ୟରେ ଏକ ନୂଆ ଭାରିଆଣ୍ଟର ଆବିର୍ଭାବ ଚିନ୍ତା ବଢ଼ାଇ ଦେଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କହିଛି ଯେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାର‌ ନାମ XE ରଖାଯାଇଛି | ପ୍ରାଥମିକ ଅଧ୍ୟୟନରୁ XE ଭାରିଆଣ୍ଟ ଓମିକ୍ରନର ଉପଭାରିଆଣ୍ଟ BA.2…