ଦେଶରେ ୨୪ ଘଣ୍ଟାରେ ୧,୨୬୦ ନୂଆ କରୋନା ମାମଲା, ୮୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧,୨୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ ୧,୪୦୪ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା। ୮୩ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ କରୋନାରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୨୬୪ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ୧୩,୪୪୫ ସକ୍ରିୟ…