ଶାଶୂ-ବୋହୂଙ୍କ ହତ୍ୟାକାରୀ ଗିରଫ, ପାରିବାରିକ ମତାନ୍ତର ଯୋଗୁଁ ପୁତୁରା ସାଜିଲା ବଇରି

ବଲାଙ୍ଗୀର: ଶାଶୁ-ବୋହୂଙ୍କ ଗଳା କାଟି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ଗିରଫ ହୋଇଛି । ଗତକାଲି ଶାଶୁ-ବୋହୂଙ୍କୁ ହତ୍ୟା କରାଯାଇ ଥିବାବେଳେ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି । ସମ୍ପର୍କୀୟ ପୁତୁରା ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ପୁଲିସ ହାତରେ ଗିରଫ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାକର ସୈଲଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ବହୁ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସୈଲଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ଓକିଲ ତୁଷାର ଖଣ୍ଡେରଙ୍କ ସୂଚନା ଅନୁଯାୟୀ, ପ୍ରଭାକରଙ୍କ ଚେମ୍ବୁର ସ୍ଥିତ ମାହୁଲ ଅଞ୍ଚଳରେ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଛି। ମୁମ୍ବାଇ କ୍ରୁଜ…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଦେଶର ନିରାପତ୍ତା ତଥା ଅତ୍ୟାବଶ୍ୟକ ସେବା ଯୋଗାଣରେ…

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି : ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଭୁବନେଶ୍ବର- ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ। ଅମିତ ରୋହିଦାସଙ୍କ ନେତୃତ୍ବାଧିନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତ ଲିଗ୍ ରେ ୮ଟି ମ୍ୟାଚରୁ ୫ଟି…

ବ୍ରଜରାଜନଗର ପୌରାଞ୍ଚଳର ଉନ୍ନୟନ କାମର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ପୌରାଞ୍ଚଳ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଶ୍ରୀ ଦାସ ଉତ୍କଳ ଦିବସ ଅବସରରେ ସ୍ଥାନୀୟ କାଳୀନଗର ଷ୍ଟାଡିୟମ ଠାରେ ଆୟୋଜିତ ସଭାରେ…

ଆଓସିଏଲ ପାଇପ୍ ଲାଇନରୁ ତେଲ ଚୋରି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ

ସମ୍ବଲପୁର: ଦୀର୍ଘ ବର୍ଷ ଧରି ଆଇସିଏଲ୍ ପାଇପ୍ ଲାଇନରୁ ତେଲ ଚୋରି କରୁଥିବା ଗ୍ୟାଙ୍ଗର ଶେଷରେ ପର୍ଦ୍ଦାଫାସ କରିବାରେ ପୁଲିସ ସଫଳ ହୋଇଛି। ଏହାର ମାଷ୍ଟର ମାଇଣ୍ଡକୁ ଆଜି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୋଳ ହେମସରପଡାର ସୋନୁ କୁମାର ଜେନା (32)। କିଛି ମାସ ପୂର୍ବରୁ…

ଭିଜିଲାନ୍ସ ଜାଲରେ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର

ସୁନ୍ଦରଗଡ଼ - ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସର୍ଗିପାଲୀର କୋଅପରେଟିଭ ସୋସାଇଟି ଓ ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ଏବଂ ସଂପାଦକ ବନମାଳୀ ନାଏକଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ତଳସଙ୍କରା ମ ଉଜାରେ ଥିବା ଦୁଇଟି ତିନି ମହଲା କୋଠା, ଦୁଇ ମହଲା…

ସକାଳୁଆ ସ୍କୁଲ ଆରମ୍ଭ

ଭୁବନେଶ୍ୱର- ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ…