ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଚାଳକ ସହ ଦୁଇ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଏନଏଚ ୫୭ରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛକୁ ଧକ୍କା ଦେଇ ଟ୍ରକ୍। ଘଟଣା ସ୍ଥଳରେ ଚାଳକ ସହିତ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ପରିଚୟ ଜଣାପଡିନାହି । ମହେଶ୍ବରପିଣ୍ଡା ନିକଟରେ ଷ୍ଟେରିଂଗ ଛିଣ୍ଡିଯିବାରୁ…