ସଂସଦରେ ତୈଳଦର ତାତି, ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁରୁବାର ଲୋକସଭାରେ ପେଟ୍ରୋଲ, ଡିଜେଲ ସହ ଇନ୍ଧନ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ । ତେବେ ଏନେଇ ଅନୁମତି ନ ମିଳିବାରୁ ପ୍ରତିବାଦରେ ସେମାନେ ଓ୍ବାକ୍ଆଉଟ୍ କରିଥିଲେ । ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣି…