ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

କଟକ- କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ସେମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼…

ବିଧାନସଭା ଅଧିବେଶନର ଶେଷ ଦିନରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ

ଭୁବନେଶ୍ୱର- ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି କାମଚଳା ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ଏହାକୁ ବିଧାନସଭାରେ…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ- ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ । ଗତ ୧୦ ଦିନରେ ନବମ ଥର ପାଇଁ ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ୍ ୮୦ ପଇସାରୁ ଅଧିକ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୧ ଓ ଡିଜେଲ୍ ୯୩.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଓ ଡିଜେଲ୍ ୧୦୦.୯୪…

ଜ୍ୱାଳାମୁଖୀ ପୃଥ୍ଵିବୀରୁ ନିର୍ଗତ ୯ଟି ଜ୍ୱଳାକୁ ପ୍ରତ୍ୟକ୍ଷ ଦେବୀ ଭାବରେ ଏଠାରେ ହଜାର ହଜାର ବର୍ଷ ଧରି ପୂଜା କରାଯାଉଛି

ପୌରାଣିକ କିମ୍ବଦନ୍ତୀ ଆଧାରରେ ଏହି ଅଖଣ୍ଡ ଭାରତ ବର୍ଷରେ ସତୀ ପାର୍ବତୀଙ୍କ ବିଗଳିତ ଶରୀର ବିଭିନ୍ନ ସ୍ଥାନରେ ପତିତ ହୋଇଥିଲା। ଯେଉଁ ସବୁ ସ୍ଥାନରେ ଏହା ଭୂପତିତ ହୋଇଥିଲା ସେହିସବୁ ସ୍ଥାନ ପରବର୍ତ୍ତୀ ସମୟରେ ଏକ ଏକ ଶକ୍ତିପୀଠ ରୂପରେ ପ୍ରସିଦ୍ଧି ଲାଭକଲା। ହିମାଚଳ ପ୍ରଦେଶର ଜ୍ୱାଳାମୁଖୀ…

ଶ୍ରୀରାମ ଚରିତ ମାନସ:  ବାଲ କାଣ୍ଡ 

ନିଜ କର ଡାସି ନାଗରିପୁ ଛାଲା । ବୈଠେ ସହଜହିଂ ସମ୍ଭୁ କୃପାଲା ॥ କୁଂଦ ଇଂଦୁ ଦର ଗୌର ସରୀରା । ଭୁଜ ପ୍ରଲଂବ ପରିଧନ ମୁନିଚୀରା ॥ ଭାବାର୍ଥ :- ନିଜ ହାତରେ ବାଘ ଚମଡା ବିଛାଇ ଦେଇ କୃପାସାଗର ଶ୍ରୀଶିବ ନିରଳସ ସ୍ବଭାବରୁ କୌଣସି ବିଶେଷ ପ୍ରୟୋଜନ ନଥାଇ ମଧ୍ୟ ସେଠାରେ ବସିଗଲେ ।…