ଗଜପତି: ନିର୍ବାଚନ ସେମିଫାଇନାଲ ଲଢ଼େଇରେ ଚାମ୍ପିଅନ୍ ବିଜେଡି

ପାରଳାଖେମୁଣ୍ଡି: ପ୍ରଥମେ ପଞ୍ଚାୟତ ଭୋଟ ଓ ପରେ ପୌର ଭୋଟ... ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିକଟରେ ଅନୁଷ୍ଠିତ ଏହି ଦୁଇ ଭୋଟ ଲଢେଇକୁ ସେମିଫାଇନାଲ୍ ଭାବେ ବିବେଚନା କରାଯାଉଛି। ଆଉ ଏଥିରେ ବେଶ୍ ଦମଦାର ବିଜୟ ସହ ନିଜକୁ ଚାମ୍ପିଅନ୍ ଭାବେ ଉପସ୍ଥାପିତ କରିଛି ବିଜେଡି। ଗତ ସାଧାରଣ…

ସୀମାନ୍ତରେ ଓଡ଼ିଶା ଦିବସ ପାଇଁ ଜୋରଦାର ପ୍ରସ୍ତୁତି, ସାମିଲ ହେବେ ପ୍ରବାସୀ ଓଡିଆ

ଝାରସୁଗୁଡ଼ା : ଆସନ୍ତାକାଲି ଓଡ଼ିଶା ଦିବସ। ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ସୀମାନ୍ତରେ ଓଡ଼ିଶା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ଓଡିଆ ଭାଷା ସୁରକ୍ଷା ମଞ୍ଚ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ସୀମାନ୍ତରେ ଓଡ଼ିଶା ଦିବସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲଖନପୁର…