ମେଡିକାଲ କଲେଜରେ ପାର୍ଟି ସାଜିଲା ‘ସୁପର ସ୍ପ୍ରେଡର୍’, ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡର ଏକ ମେଡିକାଲ କଲେଜରେ ଅନୁଷ୍ଠିତ ଏକ ପାର୍ଟି ସେଠାରେ କରୋନା ସଂକ୍ରମଣର 'ସୁପର ସ୍ପ୍ରେଡର୍' ସାଜିଛି। ଗୋଟିଏ ଦିନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ଏହି କଲେଜ ଏବେ ଏକ କୋଭିଡ-୧୯ କ୍ଲଷ୍ଟରରେ ପରିଣତ ହୋଇଛି |…

କୃଷକଙ୍କ ଆନ୍ଦୋଳନକୁ ପୂରିଲା ବର୍ଷେ, ଗାଜିପୁର ସୀମାରେ ଚାଷୀଙ୍କ ବିଶାଳ ସମାଗମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବହୁ ସଂଖ୍ୟକ କୃଷକ ଦିଲ୍ଲୀ ସୀମା ଆଡକୁ ମୁହାଁଇଛନ୍ତି। ଦିଲ୍ଲୀର ଗାଜୀପୁରରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଛନ୍ତି। ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ କୃଷକ…

ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି ରବି ରାୟଙ୍କ ଆଜି ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ବାଚସ୍ପତି ଭାବେ ରବି ରାୟ ବିଭିନ୍ନ…

ଜୟନ୍ତୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ନିଃସ୍ୱାର୍ଥପର ଜନସେବା ପାଇଁ ସେ…

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ, ଡେଲଟା ଅପେକ୍ଷା ଅଧିକ ସଂକ୍ରମଣଶୀଳ ଓ‌ ଘାତକ, ଭାକ୍ସିନକୁ ବି ଦେଇପାରେ ଚକମା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ବୋତସ୍ୱାନାଠାରେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମଣଶୀଳ ଏବଂ ଘାତକ ବୋଲି କୁହାଯାଉଛି। ଏହି ନୂଆ ଭାରିଆଣ୍ଟ ଦ୍ରୁତ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି। ବୋତସ୍ୱାନାରେ ନୂଆ ଭାରିଆଣ୍ଟ ମିଳିବା…

ମହାନଦୀରେ ଟ୍ରାଜେଡି : ବୁଡିଗଲେ ଚାରି ଛାତ୍ର, ତିନି ଜଣଙ୍କ ମୃତଦେହ ଉଦ୍ଧାର

କଟକ- କଟକ ଭଦିମୂଳ ଘାଟ ମହାନଦୀରେ ୪ ଜଣ ଛାତ୍ର ବୁଡିଯିବା ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଜଗା ବେହେରା, ଆକାଶ ବାହାଲିଆ ଓ ଚନ୍ଦନ ବେହେରା । ଗତରାତିରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୨ ଜଣଙ୍କର ଶବ ମିିଳିଛି । ଅନ୍ୟ ଜଣେ ଛାତ୍ର ଶୁଭମ ସେଠୀ ଏବେ…

ପ୍ୟାଟ୍ କମିନ୍ସ ହେଲେ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ କ୍ୟାପଟେନ୍

ସିଡନୀ: ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହା ଘୋଷଣା କରିଛି। ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ଅଷ୍ଟ୍ରେଲିଆ ଗୁରୁବାର ଦିନ ପ୍ୟାଟ୍ କମିନ୍ସଙ୍କୁ ଆସେସ୍…