ବିରେନ ସିଂ ପୁଣି ହେବେ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ଏନ୍ ବିରେନ ସିଂ ମଣିପୁର ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ ସହ ପର୍ଯ୍ୟବେକ୍ଷକ କିରେନ ରିଜିଜୁ…

ଏଣିକି ୮ ସପ୍ତାହ ପରେ ଦିଆଯିବ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍

ନୂଆଦିଲ୍ଲୀ: କୋଭିଶିଲ୍ଡ କରୋନା ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ପୁଣି ହ୍ରାସ କରିବାକୁ ସରକାରଙ୍କ ଟିକାକରଣ ଉପଦେଷ୍ଟା ଗୋଷ୍ଠୀ (ଏନଟିଏଜିଆଇ) ସୁପାରିସ କରିଛି | କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ସମ୍ପ୍ରତି ୧୨-୧୬ ସପ୍ତାହ ରହିଛି । ଏହାକୁ ବର୍ତ୍ତମାନ ୮-୧୬ ସପ୍ତାହକୁ ହ୍ରାସ…

ମହଙ୍ଗା ହେଲା ଡିଜେଲ, ଲିଟର ପିଛା ୨୫ ଟଙ୍କା ବୃଦ୍ଧି; ଏହି ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି। ଡିଜେଲର ଏହି ଦରବୃଦ୍ଧି କେବଳ ହୋଲସେଲ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଖୁଚୁରା ବା ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ…