ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ସାଧାରଣ ଲୋକଙ୍କୁ ଆଜି ଡବଲ୍ ଝଟକା ଲାଗିଛି| ପେଟ୍ରୋଲ ଏବଂ ଡିଜେଲ ସହିତ ଦେଶରେ ଘରୋଇ…

ଯୁଦ୍ଧର ୨୭ ଦିନ ପରେ ବି କିଭ୍ ଠାରୁ ବହୁ ଦୂରରେ ରୁଷ ସେନା, ଆକ୍ରମଣକୁ କଲା ଜୋରଦାର୍

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୨୭ତମ ଦିନରେ ପ୍ରବେଶ କରିଛି | ତଥାପି ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନ୍ୟାନ୍ୟ ସହରକୁ କବଜା କରିବାକୁ ନାକେଦମ୍ ହେବାକୁ ପଡ଼ିଛି । ୟୁକ୍ରେନ ସେନା ରୁଷୀ ଆକ୍ରମଣର କଡ଼ ଜବାବ୍ ଦେଉଛି । କିଭ୍ ସହ ଅନ୍ୟାନ୍ୟ ପ୍ରମୁଖ ସହର ଗୁଡ଼ିକୁ…