ଲଖନପୁର ବ୍ଲକରୁ ଜଳକଷ୍ଟ ଦୂର ପାଇଁ ସ୍ବତନ୍ତ୍ର ଖସଡା, 2022 ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପାଇପ ଜଳ ପ୍ରକଳ୍ପ:…

ଝାରସୁଗୁଡ଼ା : ଖଣି ଏବଂ ଶିଳ୍ପ ସମୃଦ୍ଧ ଲଖନପୁର ବ୍ଲକରେ ପାନୀୟଜଳ ସମସ୍ୟା ଦୀର୍ଘ ଦିନରୁ ରହି ଆସିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ସମାଧାନ ଅନେକ ମାତ୍ରାରେ ହୋଇପାରିବ। ଏବର୍ଷ ଶେଷ ସୁଦ୍ଧା ବୃହତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ…