ମହିଳା ବିଶ୍ୱକପ: ବାଂଲାଦେଶ ଉପରେ ଭାରତର ବଡ଼ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

ହାମିଲଟନ୍: ଯୁବ ବ୍ୟାଟର ୟସ୍ତିକା ଭାଟିଆଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ସ୍ନେହ ରାଣାଙ୍କ ନେତୃତ୍ୱରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ମଙ୍ଗଳବାର ମହିଳା ଦିନିକିଆ ବିଶ୍ୱକପରେ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଏଥିସହ ଭାରତ ଆଇସିସି ସେମିଫାଇନାଲରେ ପ୍ରବେଶ…