ପ୍ରଶଂସକଙ୍କ ପାଇଁ ଖୁସି ଖବର, ଆଇପିଏଲରେ ୨୫% ପ୍ରତିଶତରୁ ଉର୍ଦ୍ଧ୍ବ ଦର୍ଶକଙ୍କୁ ମିଳିବ ଅନୁମତି
ମୁମ୍ବାଇ: ଆଇପିଏଲ୍ ମାର୍ଚ୍ଚ ୨୬ ରୁ ଆରମ୍ଭ ହେଉଛି | ଲିଗ୍ ର ସମସ୍ତ ଗ୍ରୁପ୍ ମ୍ୟାଚ୍ ମୁମ୍ବାଇ ଏବଂ ପୁଣେରେ ଚାରୋଟି ଗ୍ରାଉଣ୍ଡରେ ଖେଳାଯିବ | ବିସିସିଆଇ ଆଶାବାଦୀ ଯେ ଟୁର୍ଣ୍ଣାମେଣ୍ଟରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ। ମହାରାଷ୍ଟ୍ର ସରକାର ଉଦଘାଟନୀ…