ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ଧୋନି, ଜାଡେଜା ହେବେ ନୂଆ କ୍ୟାପଟେନ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ସେ ରବୀନ୍ଦ୍ର ଜାଡେଜାଙ୍କୁ ନେତୃତ୍ବ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଥିବା ଆଇପିଏଲର ପଞ୍ଚଦଶତମ ସିଜନ୍ ରେ ଜାଡେଜା ଚେନ୍ନାଇ ଦଳର ନେତୃତ୍ବ ସମ୍ଭାଳିବେ । ଜାଡେଜା…