ନିର୍ବାହୀ ଯନ୍ତ୍ରୀଙ୍କ ଦେଢ଼ କେଜି ସୁନା ଜବତ, ଫ୍ରିଜରୁ ମିଳିଲା ନଗଦ ଟଙ୍କା

କଟକ - ଭିଜିଲାନ୍ସ ଜାଲରେ ବସିଥିବା କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ୪ଟି ଠିକଣାରେ ଚଢ଼ାଉ ଜାରି ରହିଛି। କଟକ ଓ ଭୁବନେଶ୍ବରରେ ବ୍ୟାଙ୍କ ଲକରରୁ ସୁନା ଓ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏଯାଏ ଯନ୍ତ୍ରୀଙ୍କର ଦେଢ଼ କେଜି ସୁନା ଓ ନଗଦ ୬ ଲକ୍ଷ ୧୭ ହଜାର ଟଙ୍କା…

ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ବଲାଙ୍ଗୀର ଉତ୍ତପ୍ତ ସହର

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁଛି । ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବଲାଙ୍ଗୀର ହୋଇଛି ରାଜ୍ୟର ଉତ୍ତପ୍ତ ସହର । ବଲାଙ୍ଗୀରର ତାପମାତ୍ରା ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ…