ମାଟ୍ରିକ ପରୀକ୍ଷା ସୂଚୀ : ଏପ୍ରିଲରୁ ୨୯ରୁ ମେ ୭ ଯାଏ ହେବ ପରୀକ୍ଷା

କଟକ- ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ଦଶମ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏହାକୁ ନେଇ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ସୂଚୀ ସମ୍ପର୍କରେ ଅବଗତ କରାଇଛନ୍ତି । ଏଥର ୪ଟି ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା…

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ, ଘରୋଇ ମାଟିରେ କ୍ରମାଗତ ୧୫ତମ ସିରିଜ ବିଜୟ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ମଧ୍ୟ ଭାରତ ତିନି ଦିନ ମଧ୍ୟରେ ଜିତିଛି । ଏହି ଦିବାରାତ୍ର ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ଶ୍ରୀଲଙ୍କା ଆଗରେ ଭାରତ ୪୪୭ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ…

ଟାଟା ଗ୍ରୁପ୍ ମୁଖ୍ୟ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ଚେୟାରମ୍ୟାନ୍

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ନଟରାଜ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି। ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ଉପରେ ମୋହର ଲାଗିଛି । ଏହାପୂର୍ବରୁ ଫେବୃଆରୀ ୧୪ରେ ଟାଟା ତୁର୍କୀ ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ଇଲକର…