ହରିୟାଣା ପରେ ଗୁଜୁରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ଟ୍ୟାକ୍ସ ଫ୍ରି ହେଲା ‘କାଶ୍ମୀର ଫାଇଲ୍ସ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'କାଶ୍ମୀର ଫାଇଲ୍ସ' ମାର୍ଚ୍ଚ ୧୧ ରେ ରିଲିଜ ହୋଇଛି । ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରୁଛି । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଛି | 'କାଶ୍ମୀର ଫାଇଲ୍ସ'କୁ ଏବେ ବିଭିନ୍ନ ରାଜ୍ୟରେ ଟିକସ ଛାଡ଼ କରାଯାଇଛି।…