ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶର୍ମା ଗିରଫ

ନୂଆଦିଲ୍ଲୀ: ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଗିରଫ ହୋଇଛନ୍ତି । ଦକ୍ଷିଣ ଦିଲ୍ଲୀ ଡିସିପିଙ୍କ ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ଶର୍ମାଙ୍କୁ ଗିରଫ କରାଯାଇଛି ଏବଂ ପରେ ସେ ଜାମିନରେ ମୁକ୍ତ ହୋଇଛନ୍ତି । ଏହି ଘଟଣା ଫେବୃଆରୀ ମାସର | ବିଜୟ ଶେଖର ଶର୍ମାଙ୍କୁ ଆଇପିସି ଧାରା…

ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା । ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆସିକା ବ୍ଲକ କେନ୍ଦୁପଦର କଲେଜ ନିକଟରେ ହୋଇଛି ଏହି ସଂଘବଦ୍ଧ ଆକ୍ରମଣ ।…