ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୀବ୍ର ନିନ୍ଦା କଲା ବିଜେଡି

ଭୁବନେଶ୍ବର- ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜେଡି। ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେଡିର ରାଜ୍ୟସଭା ସଦସ୍ୟ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଚିଲିକା ବିଧାୟକଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ…

ଜନଗଣନା ନିୟମରେ ସଂଶୋଧନ, ନାଗରିକମାନେ ଅନଲାଇନ୍ ମାଧ୍ୟମରେ ତଥ୍ୟ ଦେଇପାରିବେ

ନୂଆଦିଲ୍ଲୀ: ସରକାର ଜନଗଣନା ସମ୍ବନ୍ଧୀୟ ନିୟମରେ ସଂଶୋଧନ କରିଛନ୍ତି । ଏଣିକି ଯଦି ଦେଶର ନାଗରିକମାନେ ଚାହାଁନ୍ତି, ତେବେ ସେମାନେ ଆଗାମୀ ଜନଗଣନାରେ ଅନଲାଇନ୍ ମାଧ୍ୟମରେ ତଥ୍ୟ ପ୍ରଦାନ କରିପାରିବେ। ଏହି ସମୟ ମଧ୍ୟରେ ସେମାନେ ଉଭୟ କାଗଜ ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରଶ୍ନର ଉତ୍ତର…

ଇତିହାସ ରଚିଲା ରଂଗେଇଲୁଣ୍ଡା ବ୍ଲକ, ପ୍ରଥମ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହେଲେ ବ୍ଲକ ଅଧ୍ୟକ୍ଷ

ଗୋପାଳପୁର- ଇତିହାସ ରଚିଲା ଗୋପାଳପୁର ରଂଗେଇଲୁଣ୍ଡା ବ୍ଲକ । ପ୍ରଥମ ଥର ପାଇଁ ବ୍ଲକ ଅଧ୍ୟକ୍ଷ ଏଠାରେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ।ଅଧ୍ୟକ୍ଷା ଭାବେ ଉଷାରାଣୀ ଲଗାତର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି । ଗୋପାଳପୁର ବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସ‍ଂପୂଣ୍ଣ ଆସ୍ଥା ପ୍ରକଟ କରିଛନ୍ତି…