ମହିଳା ବିଶ୍ୱକପ: ମନ୍ଧାନା ଓ ହରମନପ୍ରୀତ ଦେଲେ ଭାରତକୁ ବୃହତ ବିଜୟ, ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଟିମ୍ ଇଣ୍ଡିଆ

ହାମିଲଟନ: ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌରଙ୍କ ଚମତ୍କାର ଶତକ ବଳରେ ଶନିବାର ଆଇସିସି ମହିଳା ବିଶ୍ୱକପ୍‌ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଛି। ହାମିଲଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ…