ପରୀକ୍ଷା ପୂର୍ବରୁ ଯୁକ୍ତ ଦୁଇ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର- ଆସନ୍ତା ଏପ୍ରିଲ ମାସରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି…

ଜେଲେନସ୍କିଙ୍କ ନରମିଲା ସ୍ବର, ରୁଷ୍ ସହ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କି ଯୁଦ୍ଧ ଶେଷ କରିବା ପାଇଁ ରୁଷର ସର୍ତ୍ତ ମାନିବାକୁ ସଙ୍କେତ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଦୁଇଟି ବିଚ୍ଛିନ୍ନବାଦୀ ଅଞ୍ଚଳ ଡୋନେସ୍କ ଏବଂ…

ନନ୍ଦନକାନନରେ ଜଙ୍ଗଲୀ ହାତୀ

ଭୁବନେଶ୍ୱର- ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ । ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିବାରୁ ନନ୍ଦନକାନନକୁ ସାମୟିକ ବନ୍ଦ କରି କର୍ତ୍ତୃପକ୍ଷ । ଦାରୁଠେଙ୍ଗ ପଟ ପାଚେରୀ ଭାଙ୍ଗି ହାତୀ ପଶିଛନ୍ତି । ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି । ନନ୍ଦନକାନନ ଏବଂ ଚନ୍ଦକା ବନ୍ୟପ୍ରାଣୀ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗର ଯନ୍ତ୍ରୀ

ବ୍ରହ୍ମପୁର- ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୫ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ସେଠୀଙ୍କ ବାସଭବନ ସମେତ ଅଫିସ, ଗଜପତି ନଗରର…

ବୌଦ୍ଧରେ ନୂଆ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଯୋଗଦାନ

ବୌଦ୍ଧ : ନୂତନ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭାବେ ହେମନ୍ତ ବେହେରା ଯୋଗଦାନ କରିଛନ୍ତି l ସେ ଜ଼ିଲ୍ଲାପାଳ ଲାଳାଟେନ୍ଦୁ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ପତ୍ର ଦେଇଛନ୍ତି l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜ଼ିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ ଉପରେ ବିଶେଷ ଧ୍ୟାନ ଦେଇ ଆଗ୍ରହ ଏବଂ…

କରୋନା ଅପଡେଟ୍: ଭାରତରେ ୪,୫୭୫ ନୂଆ ମାମଲା, ୧୪୫ ମୃତ

ନୂଆଦିଲ୍ଲୀ: ଭାରତରେ ବୁଧବାର କରୋନାର ୪,୫୭୫ ମାମଲା ରିପୋର୍ଟ ହୋଇଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୨୯,୭୫,୮୮୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬,୯୬୨କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଧବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା…